Videos
|
Odisha

ମୟୁରଭଞ୍ଜ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା

Banajyotshna Ray
Browse all articles by Banajyotshna Ray
·1 year ago
ମୟୁରଭଞ୍ଜ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା

ଅର୍ଗସ ବ୍ୟୁରୋ:  ସାମ୍ଭବ୍ୟ ସାମୁଦ୍ରିକ ବାତ୍ୟା ଦାନା ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଓ୍ବାର୍ଣ୍ଣି ଜାରି କରାଯାଇଛି । ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ଘନଘନ ବୈଠକ କରୁଛନ୍ତି । ଜିରୋ କାଜୁଆଲିଟି ସହ ତୁରନ୍ତ ସହାୟତା ଯୋଗାଇବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ଚାଲିଛି । ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାର ଅଗ୍ନିଶମ ବିଭାଗ , ଓଡ୍ରାଫ୍ଟର ଏକ ୪୭ ଜଣିଆ ଟିମ୍ , ଏନ୍.ଡି.ଆର୍.ଏଫ୍ ର ୨ ଟି ଟିମ୍ ର ୬୦ ଜଣ ସଦସ୍ୟ ଆଜି ମୟୂରଭଞ୍ଜ ଜରୁରୀକାଳୀନ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Extensive arrangements for dealing with cyclones in mayurbhanj | Argus News