ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ
·2 years ago

ମାଲକାନଗିରି: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ଠକାମୀର ଜାଲ ବିଛାଇଥିବା ନବୀନ ଦାସ ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ।
ନିଜକୁ ପୋଲିସର ପରିଚୟ ଦେଇ ଜଣେ ମହିଳାଙ୍କଠାରୁ 3 ଲକ୍ଷ ଓ ଜଣେ ଯୁବକଙ୍କଠାରୁ 50 ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: