ଫାଣ୍ଡିରେ ଅଟକ ପରିବାର ସଦସ୍ୟ, ୫ ଘଣ୍ଟା ଧରି ଅଟକ ରଖିଛି ପୋଲିସ୍
·2 years ago

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡିରେ ଅଟକ ନ୍ୟାୟ ପାଇଁ ଲଢେଇ ପରିବାରର ସଦସ୍ୟ । ଦୀର୍ଘ ୫ ଘଣ୍ଟା ଧରି ଅଟକ ରଖିଛି ପୋଲିସ୍ । ଯାଜପୁରର ନିଖୋଜ ଶିଶୁକନ୍ୟା ପିହୁର ମାଆଙ୍କୁ ଅଟକ ରଖିଛି ପୋଲିସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବା ପାଇଁ ଯାଉଥିବା ବେଳେ ୨୦ କିଲୋମିଟର ଦୂରରୁ ବାଟରୁ ଉଠାଇ ଆଣିଛି ପୋଲିସ । ଫାଣ୍ଡି ବାହାର ପଟୁ ତାଲା ପକାଇ ରଖିଛି ପୋଲିସ । ମୋବାଇଲ, ଗାଡ଼ି ଚାବି ଛଡାଇ ରଖିଛି ପୋଲିସ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: