Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୪ ଜୁନରେ ବିଜେଡିର ଏକ୍ସପାରି ଡେଟ ଶେଷ, ପାଣ୍ତିଆନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଲେ ଯୁବକ

Odisha

୪ ଜୁନରେ ବିଜେଡିର ଏକ୍ସପାରି ଡେଟ ଶେଷ, ପାଣ୍ତିଆନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଲେ ଯୁବକ

Banajyotshna Ray
Browse all articles by Banajyotshna Ray
·1 year ago
୪ ଜୁନରେ ବିଜେଡିର ଏକ୍ସପାରି ଡେଟ ଶେଷ, ପାଣ୍ତିଆନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଲେ ଯୁବକ

ଅର୍ଗସ ବ୍ୟୁରୋ: ଭିକେ ପାଣ୍ତିଆନକୁ ସମ୍ବଲପୁରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ୪ ଜୁନରେ ବିଜେଡିର ଏକ୍ସପାଏରୀ ଡେଟ ଶେଷ ହେଊଥିବାରୁ ଭିକେ ପାଣ୍ତିଆନ ରୋଡ ସୋରେ ବିଦାୟ ସମ୍ବର୍ଦ୍ଧନା ଦେଲେ ଯୁବକ । ରୋଡ ସୋ ଚାଲିଥିବା ବେଳେ ସମ୍ମୁଖରେ ଛିଡା ହୋଇ ଜଣେ ଯୁବକ ଏହା ସମ୍ବଲପୁର ସହରବାସୀଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଥିବା କହିଲେ । ଜନସାଧାରଣ ବିଜେଡି ସବୁ ଚାଲ ଜାଣିସାରିଲେଣି। ସେଥିପାଇଁ ତ ଏଥର ନୂଆ ସରକାର ଗଢ଼ିବେ ବୋଲି ଅଡି ବସିଛନ୍ତି। ବହୁତ ସହିଲେ ୨୫ ବର୍ଷ ଧରି, ଆଉ ଚଳିବ ନାହିଁ। ୪ ଜୁନରେ ବିଜେଡିର ଏକ୍ସପାଏରୀ ଡେଟ ଶେଷ ହେଇଯାଉଛି ବୋଲି ଜନସାଧାରଣ କହୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Farewell to Pandian in Sambalpur | Argus News