Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଦିନିଆ ବର୍ଷାରେ ଚାଷ ନଷ୍ଟ ଯୋଗୁଁ ବିଷ ପିଇଦେଲେ ଚାଷୀ

Odisha

ଅଦିନିଆ ବର୍ଷାରେ ଚାଷ ନଷ୍ଟ ଯୋଗୁଁ ବିଷ ପିଇଦେଲେ ଚାଷୀ

Manini Pattanayak
Browse all articles by Manini Pattanayak
·2 years ago
ଅଦିନିଆ ବର୍ଷାରେ ଚାଷ ନଷ୍ଟ ଯୋଗୁଁ ବିଷ ପିଇଦେଲେ ଚାଷୀ

 ବଲାଙ୍ଗିର : ପୁଣି ବଲାଙ୍ଗିର ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଟିଟିଲାଗଡ଼ ଥାନା ବିନେକେଳା ଗାଁର ଚାଷୀ ଚମରୁ ବାଗଙ୍କ ମୃତ୍ୟୁ ହୋଇ ଥିବା ସୂଚନା। 
ବିଳମ୍ୱତ ରାତିରେ ଭୀମ ଭୋଇ ମେଡିକାଲ କଲେଜରେ ମୃତ୍ୟୁ ଘଟିଥିବା ସୂଚନା।  

ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।  ଅଦିନିଆ ବର୍ଷା ଯୋଗୁଁ ଚାଷ ନଷ୍ଟ ଯୋଗୁଁ ବିଷ ପିଇଦେଲେ ଚାଷୀ ବୋଲି ଜଣାପଡିଛି।  ପୋଲିସର ତଦନ୍ତ ଆରମ୍ଭ  କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Farmers drank poison due to crop damage due to one-day rain | Argus News