Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାର ଭାତହାଣ୍ଡିରେ ନାହିଁ ନ ଥିବା ଉତ୍ସାହ

Rashmita Mishra
Browse all articles by Rashmita Mishra
·2 years ago
ଓଡ଼ିଶାର ଭାତହାଣ୍ଡିରେ ନାହିଁ ନ ଥିବା ଉତ୍ସାହ

ଅର୍ଗସ ବ୍ୟୁରୋ: ବିଜେପି ସରକାରଙ୍କ ଫୋକସରେ ଚାଷୀ। ସାରା ଦେଶରେ ପାଳନ ହେଲା PM କିଷାନ ଉତ୍ସବ ଦିବସ ।.ବାରାଣସୀରୁ ଦେଶର 9.26 କୋଟି ଚାଷୀଙ୍କ ଆକାଉଣ୍ଟକୁ ମୋଟ 20 ହଜାର କୋଟି ପଠାଇଲେ ପ୍ରଧାନମନ୍ତ୍ରୀ । ବରଗଡ଼ରେ ମେଗା ରୋଡ଼ ସୋ ଓ ବିଶାଳ ଚାଷୀ ସମାବେଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ମୋଦିଙ୍କ କିଷାନ ସହଯୋଗ ରାଶି ସାଙ୍ଗକୁ ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା 31 ଶହ ଟଙ୍କା ଦେବେ ରାଜ୍ୟ ସରକାର ।ଓଡ଼ିଶାର ଭାତହାଣ୍ଡିରେ ନାହିଁ ନ ଥିବା ଉତ୍ସାହ। 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Farmers in BJP focus | Argus News