Videos
|
Odisha

କୁଲଡିହାରେ ହାତୀ ଉପଦ୍ରବରେ ଅତିଷ୍ଠ ଚାଷୀ

Ritu Das
Browse all articles by Ritu Das
·2 years ago
କୁଲଡିହାରେ ହାତୀ ଉପଦ୍ରବରେ ଅତିଷ୍ଠ ଚାଷୀ

ଅର୍ଗସ ବ୍ୟୁରୋ: କୁଲଡିହା ହାତୀଙ୍କ ବାରମ୍ବାର ଉପଦ୍ରବରେ ଅତିଷ୍ଠ ଚାଷୀ। ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତ ମହୁଲବଣି ଗ୍ରାମରେ ଥିବା ଚାଷୀ ଯଶୋଦା ନନ୍ଦନ ସିଂହ ଙ୍କ ଫାର୍ମ ହାଉସରେ ଗତକାଲି ରାତିରେ କୁଲଡିହା ହାତୀପଲ ପ୍ରବେଶ କରି ଅନେକ ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି। 

ବାରମ୍ବାର ହାତୀପଲ ଏଭଳି ଉପଦ୍ରବ କରୁଥିବା ଯୋଗୁଁ ବନ ବିଭାଗ ପ୍ରତିକାର କରି ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Farmers suffering | Argus News