Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁନ୍ଦରଗଡ଼ରୁ ଭୁବନେଶ୍ବର ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା  

Odisha

ସୁନ୍ଦରଗଡ଼ରୁ ଭୁବନେଶ୍ବର ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା  

Manini Pattanayak
Browse all articles by Manini Pattanayak
·2 years ago
ସୁନ୍ଦରଗଡ଼ରୁ ଭୁବନେଶ୍ବର ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା  

ଅନୁଗୁଳ:  ଟ୍ରକ୍ ଧକ୍କାରେ 3 ଯାତ୍ରୀଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ମର୍ମନ୍ତୁଦ ଦୁର୍ଘଟଣା । ପ୍ରାଚୀ ନାମକ ବସ୍‌ଟି ସୁନ୍ଦରଗଡ଼ରୁ ଭୁବନେଶ୍ବର ଯିବାବେଳେ ଏହି ଅଘଟଣ ଘଟିଛି ।

ଅଧିକ ପଢନ୍ତୁ: ବସ୍ ଓଲଟି ଶିକ୍ଷକ ମୃତ, 20ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର

କିଶୋରନଗର ବରଗାପାଲିରେ ବସ୍‌ଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । ଦୁର୍ଭାଗ୍ୟର ବିଷୟ ହଠାତ୍ ଏକ ଟ୍ରକ୍ ଦ୍ରୁତ ବେଗରେ ଆସି ୪ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଏଥିରେ 3 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Sponsored
Fatal accident while traveling from Sundargarh to Bhubaneswar | Argus News