|
logo
Live
Argus News App
GET APP

Argus News - ଭୋଜି ଖାଇ ୪ ଜଣ ଶିଶୁଙ୍କ ସହ ୩ ଜଣ ଗର୍ଭବତୀ ମହିଳା ଆକ୍ରାନ୍ତ

Odisha

ଭୋଜି ଖାଇ ୪ ଜଣ ଶିଶୁଙ୍କ ସହ ୩ ଜଣ ଗର୍ଭବତୀ ମହିଳା ଆକ୍ରାନ୍ତ

Banajyotshna Ray
Browse all articles by Banajyotshna Ray
·2 years ago
ଭୋଜି ଖାଇ ୪ ଜଣ ଶିଶୁଙ୍କ ସହ ୩ ଜଣ ଗର୍ଭବତୀ ମହିଳା ଆକ୍ରାନ୍ତ

ଅର୍ଗସ ବ୍ୟୁରୋ: ଭୋଜି ଖାଇ ୧୫ ଜଣ ଝାଡାବାନ୍ତିରେ ଆକ୍ରାନ୍ତ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଦମକିପାଳି ଗାଁରେ ଘଟିଛି ଘଟଣା । ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବାବେଳେ ୩ ଜଣ ଗର୍ଭବତୀ ମହିଳା ରହିଛନ୍ତି । ସମସ୍ତଙ୍କୁ ଘଷିଏନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇ ଚିକିତ୍ସା କରାଯାଇଛି । ସ୍ଵାସ୍ଥ୍ୟ ଅଧିକାରୀ ଡ଼ ସୁଜୟ ମେହେରଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ହେଲଥ ୟୁନିଟ୍ ଦମକିପାଳି ଗାଁରେ ପହଞ୍ଚି ପାଣି ସଂଗ୍ରହ ସହ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ତିର ଥିବା ଚିକିତ୍ସା କରୁଥିବା ଡାକ୍ଟର ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୋଜି ଖାଇ ୪ ଜଣ ଶିଶୁଙ୍କ ସହ ୩ ଜଣ ଗର୍ଭବତୀ ମହିଳା ଆକ୍ରାନ୍ତ | Argus News