Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଘଟଣାରେ ୧୫ ଜଣ ଆହତ, ୬ ଗୁରୁତର 

Manini Pattanayak
Browse all articles by Manini Pattanayak
·2 years ago
ଦୁର୍ଘଟଣାରେ ୧୫ ଜଣ ଆହତ, ୬ ଗୁରୁତର 

ଭୁବନେଶ୍ୱର: ଓଡ଼ିଶା ରୁ ପଶ୍ଚିମବଙ୍ଗ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ୬ ଯାତ୍ରୀ ଗୁରୁତର ହୋଇଛନ୍ତି। ପଶ୍ଚିମବଙ୍ଗ ନାରାୟଣଗଡ ଜାତୀୟ ରାଜପଥ ୧୬ରେ ଘଟିଛି ଦୁର୍ଘଟଣା।

ବସରେ ୫୦ ରୁ ୬୦ ଜଣ ଯାତ୍ରୀ ଥିଲେ। ଆହତଙ୍କୁ ପ୍ରଥମେ ସ୍ଥାନୀୟ ମକ୍ରମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସେମାନଙ୍କୁ ମେଦିନପୁର ମେଡିକାଲ କଲେଜକୁ ନିଆଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fifteen people were injured in the accident, 6 seriously | Argus News