Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସନ୍ତୋଷ ଜେନାଙ୍କୁ ବିରୋଧ କଲେ ସଂଗ୍ରାମ ରାଉତରାୟ

Banajyotshna Ray
Browse all articles by Banajyotshna Ray
·2 years ago
ସନ୍ତୋଷ ଜେନାଙ୍କୁ ବିରୋଧ କଲେ ସଂଗ୍ରାମ ରାଉତରାୟ

ଅର୍ଗସ ବ୍ୟୁରୋ: କଂଗ୍ରେସ ଭବନରେ ହାଇଡ୍ରାମା। କଂଗ୍ରେସରେ ଯୋଗ ଦେବାକୁ ଆସିଥିବା ସନ୍ତୋଷ ଜେନାଙ୍କୁ ବିରୋଧ କଲେ ଜଟଣୀ ନିର୍ବାଚନ ମଣ୍ଡଳୀ ଆଶାୟୀ ପ୍ରାର୍ଥୀ ସଂଗ୍ରାମ ରାଉତରାୟ । ଅନ୍ୟ ଦଳରୁ ଆମଦାନୀ ନେତା ନଆଣିବାକୁ ନେଇ ବିରୋଧ। ବିରୋଧ ପରେ ବାତିଲ ହେଲା ମିଶ୍ରଣ ପର୍ବ। କଂଗ୍ରେସ ଭବନରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fight in congress bhawan | Argus News