Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନବୀନ ଓଡ଼ିଶା କାର୍ଯ୍ୟକ୍ରମ, କମେଣ୍ଟ ମରାକୁ ନେଇ ମାରପିଟ୍

Odisha

ନବୀନ ଓଡ଼ିଶା କାର୍ଯ୍ୟକ୍ରମ, କମେଣ୍ଟ ମରାକୁ ନେଇ ମାରପିଟ୍

Banajyotshna Ray
Browse all articles by Banajyotshna Ray
·2 years ago
ନବୀନ ଓଡ଼ିଶା କାର୍ଯ୍ୟକ୍ରମ, କମେଣ୍ଟ ମରାକୁ ନେଇ ମାରପିଟ୍

ଅର୍ଗସ ବ୍ୟୁରୋ:  ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କମେଣ୍ଟ ମରାକୁ ନେଇ ମାରପିଟ୍ । ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଜକର ପଂଚାୟତରେ ସଚେତନତା ଶିବିର ନାଁରେ ନବୀନ ଓଡିଶା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଠି ଆଧୁନିକ ଗୀତରେ କିଛି ଯୁବତୀ ମଡର୍ଣ୍ଣ ନାଚ ନାଚୁଥିବାବେଳେ ଜଣେ ଯୁବକ ଯୁବତୀଙ୍କୁ କମେଣ୍ଟ ମାରିଥିଲେ । ଘଟଣାସ୍ଥଳରେ ହିଁ ଉକ୍ତ ଯୁବକଙ୍କୁ କାବୁ କରି ସ୍ଥାନୀୟ ବାସିନ୍ଦା ଛେଚିଥିବାବେଳେ ପୋଲିସ ପହଞ୍ଚି ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲା ।

ଗତକାଲି ଶେରଗଡ଼ରେ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟରେ ଗୁରୁ ଶିଷ୍ୟ ମିଶି ନାଚୁଥିବା ଭିଡିଓ ଭାଇରଲ ହେଇଥିବାବେଳେ ଆଜି ପୁଣି ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମଡର୍ଣ୍ଣ ଗୀତରେ ନାଚ । କଳାସଂସ୍କୃତିକୁ ପ୍ରଚାର ନାମରେ ଅପଭ୍ରଷ୍ଟ କରାଯାଉଥିବାବେଳେ ସରକାରଙ୍କ ନିକଟରେ ଖବର ଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
fight was beaten up in the naveen Odisha program | Argus News