Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ପରଲୋକ     

Manini Pattanayak
Browse all articles by Manini Pattanayak
·2 years ago
ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ପରଲୋକ     

ଭୁବନେଶ୍ୱର: ଶତାୟୁ ସ୍ବାଧିନତା ସଂଗ୍ରାମୀ ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷରେ  ନୀଳମଣି  ସାମଲଙ୍କ  ଦେହାନ୍ତ ଘଟିଛି।  ନ୍ୟୁରସର୍ଜରୀ ଆଇ ସି ୟୁ ରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।

ହସ୍ପିଟାଲେ  ଚିକିତ୍ସାଧିନ ଅବସ୍ଥାରେ  ତାଙ୍କର ମୃତ୍ୟୁ ଘଟିଛି । ସେ ଅଲ୍ ଓଡିଶା ଫ୍ରୀଡମ ଫାଇଟର ସଂଘ ର ସଭାପତି ଥିଲେ । ଦୁଇଥର ରାଷ୍ଟ୍ରପତି ପୁରଷ୍କାର ପାଇଛନ୍ତି ନୀଳମଣି। ସ୍ୱାଧୀନତା ସଂଗ୍ରାମ ବେଳେ ୩ ବର୍ଷ କାରାଦଣ୍ଡ  ଭୋଗିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fighter Neelmani Samal passed away at the age of 102 | Argus News