ନ୍ୟୁରୋଲୋଜି ବିଭାଗରେ ଡାକ୍ତର ମରୁଡ଼ିକୁ ନେଇ ଉତ୍ତେଜନା
·2 years ago

ଅର୍ଗସ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଉତେଜନା। ନ୍ୟୁରୋଲୋଜି ବିଭାଗରେ ଡାକ୍ତର ମରୁଡ଼ିକୁ ନେଇ ଉତ୍ତେଜନା। ବର୍ତ୍ତମାନ ନ୍ୟୁରୋଲୋଜି ବିଭାଗକୁ ସପ୍ତାହକୁ ମାତ୍ର ତିନି ଦିନ ଡାକ୍ତର ରୋଗୀ ଦେଖିବାକୁ ଆସୁଛନ୍ତି । ପ୍ରତି ଥର ୪୦ ଜଣ ଲେଖାଏ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ତେଣୁ ବାଧ୍ୟ ହୋଇ ରୋଗୀଙ୍କୁ ପୂର୍ବ ଦିନ ରାତିରୁ ଅପେକ୍ଷା କରିବାକୁ ପଡୁଛି । ଫଳରେ ଦୂରଦୂରାନ୍ତରୁ ଆସିଥିବାରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନ୍ୟୁରୋଲୋଜି ବିଭାଗକୁ ଡାକ୍ତର ଆବଶ୍ୟକତା ଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦିଆଯାଉନଥିବାରୁ ଉତ୍ତେଜନା ଦେଖାଦେଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
