ଟଙ୍କା କାରବାରକୁ ନେଇ ଗଣ୍ଡଗୋଳ , ୬ ଗୁରୁତର ଆହତ
·2 years ago

ପୁରୀ : ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା। ଟଙ୍କା କାରବାରକୁ କେନ୍ଦ୍ର କରି 2 ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଖଣ୍ଡା ଚୋଟରେ ଉଭୟ ଗୋଷ୍ଠୀର 6 ଜଣ ଗୁରୁତର ଆହତ। ପୁରୀ କୃଷ୍ଣପ୍ରସାଦ ବ୍ଲକ ଗବକୁଣ୍ଡ ଗାଁରେ ଘଟିଛି ଅଘଟଣ। ଗାଁର ନରେନ୍ଦ୍ର କୁମାର ଜେନା ଏବଂ ଶରତ ବେହେରାଙ୍କ ପକ୍ଷରୁ ଅରଖକୁଦା ଥାନାରେ ହୋଇଛି 2ଟି ଅଭିଯୋଗ।
ଅଧିକ ପଢନ୍ତୁ : ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁଷି ହତ୍ୟା
2ଟି ମାମଲା ରୁଜୁ କରି 2 ଜଣଙ୍କୁ ଗିରଫ କରିଛି ଅଳଖକୁଦା ଥାନା ପୋଲିସ୍। ଆକ୍ରମଣ ଘଟଣାରେ ଜଣେ ପୋଲିସ୍ କର୍ମଚାରୀ ସମ୍ପୁକ୍ତ ଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: