ଜେଲ ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
·2 years ago

ଅର୍ଗସ ବ୍ୟୁରୋ: ଝାରପଡା ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଜେଲ ଭିତରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିବା ସୂଚନା। ଗଣ୍ଡଗୋଳରେ ୪ରୁ ଉର୍ଦ୍ଧ ବିଚାରାଧୀନ କଏଦୀ ଗୁରୁତର। ଜେଲ ହସ୍ପିଟାଲରେ ଚିକିତ୍ସିତ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ଜଣେ ବିଚାରାଧୀନ କଏଦୀଙ୍କ ଆଖି ନଷ୍ଟ ହୋଇଥିବା ସୂଚନା।
ଗତ କିଛିଦିନ ଧରି ଜେଲ ରେ ଗଣ୍ଡଗୋଳ ବଢିଛି । ଜେଲ୍ ଭିତରକୁ ନିଶା ପ୍ରବେଶ କରୁଥିବାର ଅଭିଯୋଗ ଆସିଛି। ବ୍ରାଉନସୁଗର ସେବନ କରି ପୂର୍ବରୁ ଅନ୍ତେବାସୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: