Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଝାରପଡ଼ା ଜେଲରେ ୨ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ଘଟଣା: ଓ୍ବାର୍ଡର ସସପେଣ୍ଡ

Odisha

ଝାରପଡ଼ା ଜେଲରେ ୨ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ଘଟଣା: ଓ୍ବାର୍ଡର ସସପେଣ୍ଡ

Ritu Das
Browse all articles by Ritu Das
·2 years ago
ଝାରପଡ଼ା ଜେଲରେ ୨ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ଘଟଣା: ଓ୍ବାର୍ଡର ସସପେଣ୍ଡ

ଅର୍ଗସ ବ୍ୟୁରୋ: ଝାରପଡ଼ା ଜେଲରେ ୨ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ୱାର୍ଡର ପ୍ରଭାତ ମହାରଣାଙ୍କୁ ସସ୍‌ପେଣ୍ଡ କଲେ ଜେଲ୍ କର୍ତ୍ତୃପକ୍ଷ। 

ରାତି ଡ୍ୟୁଟିରେ ଦାୟିତ୍ବରେ ଥିବା ଚିଫ ୱାର୍ଡର ମଙ୍ଗୁଳି ସେଠୀଙ୍କୁ ବଦଳି କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored