Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ​​​​​​​ ବବିଙ୍କ ନାଁରେ ଏତଲା ଦେଲେ ହାଇକୋର୍ଟ ଓକିଲ ସତ୍ୟ ଶିବସୁନ୍ଦର ମହାନ୍ତି  

Odisha

​​​​​​​ ବବିଙ୍କ ନାଁରେ ଏତଲା ଦେଲେ ହାଇକୋର୍ଟ ଓକିଲ ସତ୍ୟ ଶିବସୁନ୍ଦର ମହାନ୍ତି  

Manini Pattanayak
Browse all articles by Manini Pattanayak
·1 year ago
​​​​​​​ ବବିଙ୍କ ନାଁରେ ଏତଲା ଦେଲେ ହାଇକୋର୍ଟ ଓକିଲ ସତ୍ୟ ଶିବସୁନ୍ଦର ମହାନ୍ତି  

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଫେରାଦ ।  ହାଇକୋର୍ଟ ଓକିଲ ସତ୍ୟ ଶିବସୁନ୍ଦର ମହାନ୍ତି ଥାନାରେ ଏତଲା ଦେଇଛନ୍ତି ।

ବିଧାୟକ ଥିବା ବେଳେ ବବି ଦାସଙ୍କ କ୍ବାର୍ଟର୍ସରେ କଣ ଚାଲିଥିଲା, କାହିଁକି ତିଆରି କରିଥିଲେ ଆଲିସନ୍ ବଙ୍ଗଳା ଏବଂ କାହିଁକି ଭଙ୍ଗାଗଲା ସେ ନେଇ କ୍ୟାପିଟାଲ ଥାନାରେ ଫେରାଦ ହୋଇଛନ୍ତି ହାଇକୋର୍ଟ ଓକିଲ । ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ବବି ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Filed in the police station in the name of Pranab Prakash Das | Argus News