Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚୈତନ୍ୟ ଗ୍ଲୋବାଲ କଲେଜରେ ଅଗ୍ନିକାଣ୍ଡ: ୨ ଆହତ

Odisha

ଚୈତନ୍ୟ ଗ୍ଲୋବାଲ କଲେଜରେ ଅଗ୍ନିକାଣ୍ଡ: ୨ ଆହତ

Ritu Das
Browse all articles by Ritu Das
·2 years ago
ଚୈତନ୍ୟ ଗ୍ଲୋବାଲ କଲେଜରେ ଅଗ୍ନିକାଣ୍ଡ: ୨ ଆହତ

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ତମାଣ୍ଡୋ ପଞ୍ଚାୟତ ଅଫିସ ପାଖ ଶ୍ରୀ ଚୈତନ୍ୟ ଗ୍ଲୋବାଲ କଲେଜରେ ଭୟାବହ ନିଆଁ ଲାଗିଛି। ପଞ୍ଚମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ଏଥିରେ ଅନେକ ପିଲା ଫସି ରହିଛନ୍ତି। ତମଣ୍ଡୋ ପଞ୍ଚାୟତ ଅଫିସ୍ ପାଖରେ ଏଭଳି ଅଘଟଣ ଘଟିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Fire at Chaitanya | Argus News