Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ: ୨ ମୃତ

Ritu Das
Browse all articles by Ritu Das
·1 year ago
ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ: ୨ ମୃତ

ଅର୍ଗସ ବ୍ୟୁରୋ: ଚଳନ୍ତା ବସରେ ଅଗ୍ନିକାଣ୍ଡ। ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ ଭଟିଆ ଛକ ଠାରେ ଦୁର୍ଘଟଣା। ବସଟି ବାଲେଶ୍ବର ରୁ କଟକ ଅଭିମୁଖେ ଯାଉଥିବା ସୂଚନା ମିଳିଛ। ବାଇକକୁ ଧକ୍କା  ଦେଇ ଟାଣି ନେଇଥିଲା। ଏହାପରେ ବସ ଟି ବିଦ୍ୟୁତ ସଟ ସର୍କିଟ ହୋଇ ସଙ୍ଗେ ସଙ୍ଗେ ଜଳିବାକୁ ଲାଗିଥିଲା। 

ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ଜାରି ରଖିଛି। ବରି ପୋଲିସ ପହଞ୍ଚି ଉତ୍ତେଜନା ପୂର୍ଣ୍ଣ ୧୬ ନଂ ଜାତୀୟ ରାଜପଥକୁ ସିଲ କରିବା ସହ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire in | Argus News