|
logo
Live
Argus News App
GET APP

Argus News - ଚଳନ୍ତା ନଡ଼ା ବୋଝେଇ ପିକଅପ୍ ଭ୍ୟାନରେ ନିଆଁ

Odisha

ଚଳନ୍ତା ନଡ଼ା ବୋଝେଇ ପିକଅପ୍ ଭ୍ୟାନରେ ନିଆଁ

Ritu Das
Browse all articles by Ritu Das
·2 years ago
ଚଳନ୍ତା ନଡ଼ା ବୋଝେଇ ପିକଅପ୍ ଭ୍ୟାନରେ ନିଆଁ

ଅର୍ଗସ ବ୍ୟୁରୋ: ନିଜିଗଡ ବାଲିସାହି ନିକଟରେ ଏକ ଚଳନ୍ତା ନଡ଼ା ବୋଝେଇ ପିକଅପ୍ ଭ୍ୟାନରେ ନିଆଁ ଲାଗିଛି। ପିକଅପଟି ମୁସଲିମବସ୍ତି ନିକଟରେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପିକଅପରେ ଥିବା ଶୁଖିଲା ନଡ଼ାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। 

ପିକଅପଟି ସାମାନ୍ୟ ଆଗକୁ ଗଲା ପରେ ଡ୍ରାଇଭର ଜଣକ ଜାଣିପାରିଥିଲେ ଏବଂ ଚତୁରତାର ସହ ସେଠାରେ ଥିବା ଏକ ପଡ଼ିଆରେ ନେଇ ଗାଡ଼ି ରଖିଥିଲେ । ନରସିଂହପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚଳନ୍ତା ନଡ଼ା ବୋଝେଇ ପିକଅପ୍ ଭ୍ୟାନରେ ନିଆଁ | Argus News