Videos
|
Odisha

 ରାଉରକେଲା ଇଣ୍ଟରସିଟି ଟ୍ରେନରେ ନିଆଁ 

Manini Pattanayak
Browse all articles by Manini Pattanayak
·2 years ago
 ରାଉରକେଲା ଇଣ୍ଟରସିଟି ଟ୍ରେନରେ ନିଆଁ 

 ସମ୍ବଲପୁର:  ରାଉରକେଲା ଇଣ୍ଟରସିଟି ଟ୍ରେନରେ ନିଆଁ । ଭୁବନେଶ୍ୱର ରୁ ରାଉରକେଲା ଇଣ୍ଟରସିଟି ଟ୍ରେନରେ  ଅପରାହ୍ନ ୪.୪୦ ସମୟରେ ସର୍ଗିପାଲି ହାଣ୍ଡପା ନିକଟ ରେଳ ଷ୍ଟେସନ ଠାରେ ଟ୍ରେନରେ ଲାଗିଲା ନିଆଁ। ଭୁବନେଶ୍ୱର ରୁ ରାଉରକେଲା ଅଭିମୁଖେ ଯାଉଥିବା ଇଣ୍ଟରସିଟି ଟ୍ରେନର ଇଞ୍ଜିନ ସେଲ ପାଖରେ ବ୍ରେକ ବାଇଡିଙ୍ଗ ଠାରେ ହଠାତ୍ ନିଆଁ ଲାଗି ଯାଇଥିଲା।

ଟ୍ରେନ କର୍ମଚାରୀ ମାନେ ନିଆଁ କୁ ସ୍ପ୍ରେ ଦ୍ୱାରା ଆୟତ କରିଥିଲେ। ଏଥିରେ ରେଢ଼ାଖୋଲ ଠାରେ ବିଭାଗୀୟ ଅଧିକାରୀ ମାନେ ଟ୍ରେନକୁ ତଦାରଖ କରିଥିଲେ। ଆଲୁମିନିୟମ ବ୍ରେକ ସୋ ଘଷି ହେବା ଯୋଗୁଁ ନିଆଁ ଲାଗିଥିଲା। ଏଥିରେ ନିଆଁ କୁ ଆୟତ କରି କଣ୍ଟ୍ରୋଲ ରୁମ୍ କୁ ସୂଚନା ଦିଆ ଯାଇଛି ବୋଲି ସୂଚନା ଦେଇଛନ୍ତି ଯାତ୍ରୀ ମାନଙ୍କୁ କୌଣସି ବିପଦ ନଥିବା ଶହ ଟ୍ରେନ ର ଅବସ୍ଥା ସ୍ୱାଭାବିକ ଥିବା ଶହ ରାଉରକେଲା ଅଭିମୁଖେ ଯାଇଛି l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fire in Rourkela intercity train | Argus News