Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୟାବହ ଅଗ୍ନିକାଣ୍ଡ, ଫାଷ୍ଟ ଫୁଡ଼ ଦୋକାନ ଜଳିପୋଡି ପାଉଁଶ

Banajyotshna Ray
Browse all articles by Banajyotshna Ray
·2 years ago
ଭୟାବହ ଅଗ୍ନିକାଣ୍ଡ,  ଫାଷ୍ଟ ଫୁଡ଼ ଦୋକାନ ଜଳିପୋଡି ପାଉଁଶ

ଅର୍ଗସ ବ୍ୟୁରୋ:  ନିଆଁ ଲାଗି ଜଳିଗଲା ଦୋକାନ। ବିସ୍ଫୋରଣରେ ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ପୁରୀ ଭୁବନେଶ୍ୱର 316 ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ମଙ୍ଗଳପୁର ବଜାରରେ ଥିବା ଫାଷ୍ଟ ଫୁଡ଼ ଦୋକାନରେ ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଦୁଇଟି LPG ସିଲିଣ୍ଡର ବିସ୍ଫୋରଣ ହେବା ସହ ସବୁ ସାମଗ୍ରୀ ନଷ୍ଟ ହୋଇଛି। ସୂଚନା ମୁତାବକ ପାଖ ଅଳିଆଗଦାରୁ ନିଆଁ ଲାଗି ଯାଇଥିବା ସ୍ପଷ୍ଟ ହୋଇଥିବା ବେଳେ ପିପିଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fire in shop in puri | Argus News