Videos
|
Odisha

ଗ୍ୟାସ ଲିକ ହୋଇ ଲାଗିଲା ନିଆଁ ଜଳିଗଲା ଘର

Smruti Parija
Browse all articles by Smruti Parija
·2 years ago
ଗ୍ୟାସ ଲିକ ହୋଇ ଲାଗିଲା ନିଆଁ ଜଳିଗଲା ଘର

ବ୍ରହ୍ମପୁର:  ଗଞ୍ଜାମ ଛତ୍ରପୁର ବ୍ଲକ ମହାନାଦପୁର ଗାଁରେ ଅଭାବନୀୟ ଘଟଣା । ଗ୍ୟାସ ଲିକ୍ ହୋଇ ଲାଗିଲା ନିଆଁ । ଜଳିଗଲା ଘର । ଘଟଣାରେ ଜଣେ ସମାନ୍ୟ ଆହତ ହୋଇଥିବାବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।

ଆଜି ସକାଳୁ ଗ୍ରାମର ମଲା ବେହେରାଙ୍କ ଘରେ ଗ୍ୟାସ ଲିକ ହୋଇ ଏଭଳି ଘଟଣା ଘଟିଛି । ନିଆ ଲାଗିବା ଫଳରେ ଆବାସ ପତ୍ର ସହ ସୁନା ରୁପା ଟଙ୍କା ଜଳିଯାଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
fire-mishap-in-ganjam-mahanadapur-village | Argus News