Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗନ୍ଧମାର୍ଦ୍ଧନ ପାହାଡ଼ରେ ଏନକାଉଣ୍ଟର

Smruti Parija
Browse all articles by Smruti Parija
·2 years ago
ଗନ୍ଧମାର୍ଦ୍ଧନ ପାହାଡ଼ରେ ଏନକାଉଣ୍ଟର

ବରଗଡ:  ପାଇକମାଳରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ଗନ୍ଧମାର୍ଦ୍ଧନ ପାହାଡ଼ରେ ଏନକାଉଣ୍ଟର । ଏବେ ବି ଜାରି ରହିଛି କୁମ୍ବିଂ ଅପରେସନ । ବରଗଡ଼ ଜିଲ୍ଲା ପାଇକମାଳରେ ଗୋଟିଏ ମାସ ମଧ୍ୟରେ ଦ୍ଵିତୀୟ ଥର ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । 

ଆହୁରି ପଢନ୍ତୁ ଅପରାଧ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
firing-between-police-and-mao- | Argus News