Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆଁଖାଇରେ ସମ୍ଵଲପୁରରେ ସିଏମ କିଶାନ ଯୋଜନା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·1 year ago
ନୂଆଁଖାଇରେ ସମ୍ଵଲପୁରରେ ସିଏମ କିଶାନ ଯୋଜନା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର:  ନୂଆଁଖାଇରେ ମିଲିବ ଚାଷୀଙ୍କୁ ସିଏମ କିଶାନ ଯୋଜନାର ପ୍ରଥମ କିସ୍ତି ଟଙ୍କା । କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ପର୍ବରେ ରାଜ୍ୟର ନୂତନ ସରକାର ଚାଷୀଙ୍କ ପାଇଁ ଆଣୁଛନ୍ତି ଖୁସି ଖବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ଦିନରେ ସମ୍ବଲପୁର ଗସ୍ତ କରୁଛନ୍ତି l ଏହି ଅବସରେ ମୁଖ୍ୟମନ୍ତ୍ରୀ ସିଏମ କିଶାନ ଯୋଜନା ଶୁଭାରମ୍ଭ କରିବେ ।

ତତ୍କାଳିନ ସରକାର କାଳିଆ ଯୋଜନାରେ ସହରାଂଚଳ ଓ ଗ୍ରାମାଂଚଳ ଚାଷୀ ମଧ୍ୟରେ ପାନ୍ତର ଅନ୍ତର କରି ଅନେକ ପ୍ରକୃତ ଚାଷୀ ବଶ୍ଚିତ କରୁଥିଲା । ନୂତନ ରାଜ୍ୟ ସରକାର ପାତର ନକରିବାରୁ ଚାଷୀ ମାନେ ନିବେଦନ କରିଛନ୍ତି । ତେବେ ସମ୍ବଲପୁର ଆସି ଚାଷୀ ଙ୍କ ପାଇ ଏଭଲି ସିଏମ କିଶାସନ ଯୋଜନା ଶୁଭାରମ୍ଭ କରିବା ବେଶ ଖୁସିଥିବା କହିଛନ୍ତି ।  
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
First installment of CM Kishan Yojana will be given to farmers in Nuakhai. | Argus News