Videos
|
Odisha

ଦାରିଙ୍ଗବାଡ଼ିରେ ପ୍ରଥମ ତୁଷାରପାତ : ଜନଜୀବନ ଅସ୍ତବ୍ୟସ୍ତ

Ritu Das
Browse all articles by Ritu Das
·2 years ago
ଦାରିଙ୍ଗବାଡ଼ିରେ ପ୍ରଥମ ତୁଷାରପାତ : ଜନଜୀବନ ଅସ୍ତବ୍ୟସ୍ତ

ଅର୍ଗସ ବ୍ୟୁରୋ: ଦାରିଙ୍ଗବାଡ଼ିରେ  ପ୍ରବଳ ଶୀତ,ଚଳିତ ବର୍ଷର ପ୍ରଥମ ତୁଷାର ପାତ ଜନଜୀବନ ଅସ୍ତବ୍ୟସ୍ତ ଦାରିଙ୍ଗବାଡ଼ି ଅଂଚଳରେ ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଛି। 

ଦାରିଙ୍ଗବାଡ଼ିରେ ଆଜି ତାପମାତ୍ରା  ୮.୫ ଡିଗ୍ରୀ ସେଲସିୟସ ରହିଥିବା ଆଭ୍ୟନ୍ତରୀଣ ଅଞ୍ଚଳର  ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି ଜି. ଉଦୟଗିରିରେ ତାପମାତ୍ରା ୫ଡିଗ୍ରୀ କୁ ଖସି ଆସିଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
First snowfall in | Argus News