Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ଟାଙ୍କିରେ ପଡି ପାଞ୍ଚ ବର୍ଷ  ଶିଶୁର ମୃତ 

Manini Pattanayak
Browse all articles by Manini Pattanayak
·2 years ago
ପାଣି ଟାଙ୍କିରେ ପଡି ପାଞ୍ଚ ବର୍ଷ  ଶିଶୁର ମୃତ 

 କେନ୍ଦ୍ରାପଡା:  ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମରେ ଆଜି ସନ୍ଧ୍ୟା 5 ଟା ସମୟରେ ଗାଁ ର ଅଷ୍ଟମ ପ୍ରହରୀ ପାଇଁ କୀର୍ତନ ଦଳ ବୁଲୁଥିବା ସମୟରେ ପ୍ରକାଶ ନାୟକ ଙ୍କ ପୁଅ ପ୍ରିନ୍ସ ନାୟକ କୀର୍ତନ ଦଳ ସହ ମଧ୍ୟ ବୁଲୁଥିଲା l ଗ୍ରାମର ଜଣଙ୍କ ଘରେ କୀର୍ତନ ଦଳ ବୁଲି ଆସିବା ପରେ ପ୍ରିନ୍ସ ସେହି ଘରେ ଥିବା ଏକ ପାଣି ଟ୍ୟାଙ୍କି ରେ ଗଳିପଡିଥିଲା l

ଲୋକେ ଜାଣି ଖୋଜାଖୋଜି କରିବା ପରେ ଟ୍ୟାଙ୍କ ରୁ ଶିଶୁପୁତ୍ର କୁ ଉଦ୍ଧାର କରି ଗୁରୁତର ଅବସ୍ଥା ରେ ପଟ୍ଟାମୁଣ୍ଡାଇ ମେଡିକାଲ ରେ ଭର୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ଙ୍କ ଦ୍ୱାରା ମୃତ ଘୋଷଣା କରିଥିଲେ l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Five-year-old child dies after falling into water tank in kendrapara | Argus News