Videos
|
Odisha

ନିର୍ଭୟରେ ଜନସାଧାରଣ ନିଜ ମତ ସାବ୍ୟସ୍ତ କରିବା ପାଇଁ ଫ୍ଲାଗ ମାର୍ଚ୍ଚ ଆୟୋଜିତ

Banajyotshna Ray
Browse all articles by Banajyotshna Ray
·2 years ago
ନିର୍ଭୟରେ ଜନସାଧାରଣ ନିଜ ମତ ସାବ୍ୟସ୍ତ କରିବା ପାଇଁ ଫ୍ଲାଗ ମାର୍ଚ୍ଚ ଆୟୋଜିତ

ଅର୍ଗସ ବ୍ୟୁରୋ:  ଆସନ୍ତା ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ନିର୍ଭୟରେ ଜନସାଧାରଣ ନିଜ ମତ ସାବ୍ୟସ୍ତ କରିବା ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ ଆୟୋଜିତ ହୋଇଛି । ନବରଙ୍ଗପୁର ଏସପି ରୋହିତ ବର୍ମାଙ୍କ ନିର୍ଦେଶ କ୍ରମେ ଉମରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ରଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଝରୀଗାଁ ନିର୍ବାଚନ ମଣ୍ଡଳୀର  ଇଚ୍ଛାପୁର ଏବଂ ଝରୀଗାଁ ସଦର ଠାରେ  ଫ୍ଲାଗ ମାର୍ଚ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: