Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଗିଡ଼ିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର 

Smruti Parija
Browse all articles by Smruti Parija
·1 year ago
ବିଗିଡ଼ିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର 

ବୌଦ୍ଧ:  ବିଗିଡ଼ିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୌଦ୍ଧ ରାଣୀସତି ମିଲ୍ ଓ PEG ଗୋଡାଉନରେ ଅନିୟମିତତା ଅଭିଯୋଗ ହୋଇଛି । ଅଚାନକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିଥିଲେ । ପୋକଡା ଚାଉଳକୁ ରିସାଇକେଲିଂ କରି ନିମ୍ନମାନର ଚାଉଳ ପଂଚାୟତକୁ ପଠାଉଥିବା ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଗିଦ କରିଥିଲେ ମନ୍ତ୍ରୀ । ଓଜନ ମାପରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଥିଲା । ପ୍ରତି ଚାଉଳ ବସ୍ତାରେ 300-600 ଗ୍ରାମ ଚାଉଳ କମ୍ ଥିବା ସହ ଏହା ନିମ୍ନମାନର ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
food-supply-minister-surprise-visit-to-boudh-ranisati-mill | Argus News