Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର

Swayangprajna Mishra
Browse all articles by Swayangprajna Mishra
·1 year ago
ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ନୂଆ ସରକାରରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବସିବ ବୈଠକ ।

ଅଧିକ ପଢନ୍ତୁ : ନୂଆ ସଦସ୍ୟ ମାନଙ୍କ ସହ ନଡ୍ଡାଙ୍କ ଇଣ୍ଟଲେକଚୁଆଲ ମିଟ୍

ଆସନ୍ତାକାଲି ଜିଲ୍ଲାପାଳ ମାନଙ୍କ ସହ ସମସ୍ତ ଏସପି ମାନେ ବୈଠକରେ ଯୋଗ ଦେବେ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
For the first time, the state government will hold a meeting with all district collectors | Argus News