Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଓଡିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର

Odisha

ଆଜି ଓଡିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ଓଡିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର

ଅର୍ଗସ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର । ଭୁବନେଶ୍ବରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଡିଟର୍ସ ମିଟ, ବୁଦ୍ଧିଜୀବୀ ସମ୍ମିଳନୀ ପର ସାମ୍ବାଦିକ ସମ୍ମିଳନୀ କରିବେ । ସେହିପରି ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସୁଥିବା ସୂଚନା ରହିଛି । ଭୁବନେଶ୍ବରରେ ନଡ୍ଡାଙ୍କର ରହିଛି ଦଳୀୟ କାର୍ଯ୍ୟକ୍ରମ ।

ଅଧିକ ପଢନ୍ତୁ : ୫ରେ ପୁଣି ଓଡିଶା ଆସୁଛନ୍ତି ଜେପି ନଡ୍ଡା

ଆଗକୁ ନିର୍ବାଚନ ଥିବାବେଳେ କେନ୍ଦ୍ରୀୟ ନେତାଙ୍କ ତୋଫାନୀ ଓଡିଶା ଗସ୍ତ ଦେଖିବାକୁ ମିଳିଛି । ପ୍ରଥମେ ଅମିତ ଶାହ, ପରେ ଜେପି ନଡ୍ଡା , ପୁଣି ଏସ ଜୟଶଙ୍କର ଓ ପୁଣି ନଡ୍ଡା ଆସୁଥିବା ସୂଚନା ରହିଛି । ଓଡିଶାରେ ନିର୍ବାଚନର ରଣକ୍ଷେତ୍ରକୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ଆଗମନ ଓଡିଶାର ମାହୋଲକୁ ଆଙୁରି ସରଗରମ କରିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Foreign Minister S Jayashkar is coming to Odisha today | Argus News