Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

Swayangprajna Mishra
Browse all articles by Swayangprajna Mishra
·2 years ago
ଭୁବନେଶ୍ବରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ଭୁବନେଶ୍ବର : ଭୁବନେଶ୍ବରରେ ପହଞ୍ଚିଲେ ଏସ. ଜୟଶଙ୍କର । ବିମାନବନ୍ଦରରୁ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । ଭୁବନେଶ୍ବରରେ ରହିଛି ୩ କାର୍ଯ୍ୟକ୍ରମ । ଏଡିଟର୍ସ ମିଟରେ ଯୋଗଦେବେ ପରେ ସାମ୍ବାଦିକ ସମ୍ମିଳନୀ କରିବେ । ଆସନ୍ତାକାଲି ସକାଳେ କଟକ ଯାଇ ଦଳୀୟ ସମ୍ମିଳନୀରେ ଯୋଗଦେବେ ।

ଅଧିକ ପଢନ୍ତୁ : ଆଜି ଓଡିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର

ଏଥିସହ ସମ୍ବଲପୁରରେ ରହିଛି ବିଶେଷ କାର୍ଯ୍ୟକ୍ରମ । ବୁଦ୍ଧିଜୀବୀ ବୈଠକରେ ମଧ୍ୟ ଯୋଗଦେବାର ରହିଛି କାର୍ଯ୍ୟକ୍ରମ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Foreign Minister S. jayshankar arrived in Bhubaneswar | Argus News