୩ ଜଣଙ୍କୁ ବାନ୍ଧିଲା ବନ ବିଭାଗ
·2 years ago

ନୂଆପଡ଼ା: ନୂଆପଡ଼ା ସିନାପାଲି ରେଞ୍ଜ ସୀମାନ୍ତ ନଙ୍ଗଲବୋର୍ଡ଼ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ଘଟଣା । ୩ ଜଣଙ୍କୁ ବାନ୍ଧିଲା ବନ ବିଭାଗ । ଅଭିଯୁକ୍ତ ଦିନେଶ ମାଝୀ, ସମ୍ପର୍କୀୟ ତୃପଣ ମାଝୀ ଏବଂ ଛତିଶଗଡ ଇନ୍ଦାଗାଁର ଯୁଧିଷ୍ଠିର ଦନ୍ତା ଗିରଫ ।
୨ଟି ବାଇକ, ଦୁଇଟି ମୋବାଇଲ ଏବଂ ବଜ୍ରକାପ୍ତାର କାତି ଜବତ କରି ଅଧିକ ତଦନ୍ତ କରୁଛି ବନ ବିଭାଗ । ଏହି ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: