ବାଘଛାଲ ଡିଲ ବେଳେ ଧରିଲା ବନବିଭାଗ, ବାଘଛାଲ ଜବତ ସହ ୫ ଅଭିଯୁକ୍ତ ଗିରଫ
·1 year ago

ଅର୍ଗସ ବ୍ୟୁରୋ: ନୂଆପଡା ଜିଲ୍ଲା ଖଡ଼ିଆଳ ବନ ବିଭାଗକୁ ବଡ ସଫଳତା । ହରିପୁର ଗାଁଠାରେ ବାଘଛାଲ ଡିଲ ବେଳେ ମାଡି ବସିଲା ଖଡ଼ିଆଳ ବନବିଭାଗ l କଲରାପତରିଆ ବାଘଛାଲ ଜବତ ସହ 5 ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ସୂଚନା l ଏହାସହ 2ଟି ମୋଟର ସାଇକଲ ଏବଂ 5ଟି ମୋବାଇଲ ଫୋନ ମଧ୍ୟ ଜବତ ଜବତ ହୋଇଛି l 5 ଅଭିଯୁକ୍ତ ଙ୍କ ମଧ୍ୟ ରୁ 4 ଜଣ ନୂଆପଡା ଜିଲ୍ଲା ର ହୋଇଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ଜିଲ୍ଲା ରେ ହୋଇଥିବା ସୂଚନା l ଆଉ ଦୁଇଜଣ ଅଭିଯୁକ୍ତ ଫେରାର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: