Videos
|
Odisha

ୟୁଟ୍ୟୁବର ମୋନାଲିସାଙ୍କ ଘରେ ବନବିଭାଗର ଚଢ଼ାଉ, ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ସହ ଭିଡିଓ କରୁଥିଲେ ଭାଇରାଲ

Banajyotshna Ray
Browse all articles by Banajyotshna Ray
·2 years ago
ୟୁଟ୍ୟୁବର ମୋନାଲିସାଙ୍କ ଘରେ ବନବିଭାଗର ଚଢ଼ାଉ, ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ସହ ଭିଡିଓ କରୁଥିଲେ ଭାଇରାଲ

ଅର୍ଗସ ବ୍ୟୁରୋ:  ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ  ସାମାଜିକ ଗଣମାଧ୍ୟମରେ ସେମାନଙ୍କ ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରିବା ଘରଣାରେ  ବନ ବିଭାଗର ଚଢ଼ାଉ। ଯାଜପୁର ସଦର ଥାନା ବେରୁଦା ପଂଚାୟତ ଜହଲ ଗ୍ରାମର ୟୁଟ୍ୟୁବର ମୋନାଲିସା ଭଦ୍ର ଓ ବଦ୍ରି ନାରାୟଣ ଭଦ୍ରଙ୍କ ଘରେ ଏହି ଚଢ଼ାଉ ହୋଇଛି। ସେ ନିଜ ଘରେ ମାଙ୍କଡ ରଖିବା ସହ ସାମାଜିକ ଗଣମାଧ୍ୟମରେ ବନ୍ୟ ଜନ୍ତୁଙ୍କ ସହ ବିଭିନ୍ନ ଫଟୋ ପୋଷ୍ଟ କରୁଥିଲେ।

ଏନେଇ ତାଙ୍କୁ ବାରମ୍ବାର ତାଗିତ କରା ଯିବା ସହ ବନ ବିଭାଗ ପାଖରେ ଏପରି ଭୁଲ କରିବେ ନାହିଁ ବୋଲି ଲିଖିତ ଭାବରେ ଜଣାଇଥିଲେ। କିନ୍ତୁ ପରେ ବାରମ୍ବାର  ସେହି ଭୁଲ ଦୋହରାଇଥିଲେ। ତେବେ ଉଭୟ ଦମ୍ପତି ଏବେ ଫେରାର ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

forest department raid in YouTuber Mona Lisa's house | Argus News