Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡ଼ି ନେତ୍ରୀଙ୍କ ଘରେ ବନ ବିଭାଗର ଚଢ଼ାଉ

Rashmita Mishra
Browse all articles by Rashmita Mishra
·1 year ago
ବିଜେଡ଼ି ନେତ୍ରୀଙ୍କ ଘରେ ବନ ବିଭାଗର ଚଢ଼ାଉ

ଅର୍ଗସ ବ୍ୟୁରୋ: ବିଜେଡ଼ି ନେତ୍ରୀଙ୍କ ଘରେ ବନ ବିଭାଗର ଚଢ଼ାଉ । ଲକ୍ଷାଧିକ ଟଙ୍କାର ସାଗୁଆନ୍ କାଠପଟା ଜବତ ହୋଇଛି । ଟିଟିଲାଗଡ଼ ଗୁଡ଼ଭେଳା ବ୍ଳକ ବିଜେଡି ନେତ୍ରୀ ତଥା ପୂର୍ବ ସରପଞ୍ଚ ପ୍ରଭାସିନୀ ପ୍ରଧାନଙ୍କ ଘରେ ଦେଓଗାଁ ବନ ବିଭାଗ ଚଢ଼ାଉ କରିଛି । ବନ ବିଭାଗ ଅଧିକାରୀଙ୍କୁ ଦେଖି ବିଜେଡି ନେତ୍ରୀଙ୍କ କଲେଜ ଅଧ୍ୟକ୍ଷ ସ୍ବାମୀ ଫେରାର ହୋଇଯାଇଥିଲେ । ପୂର୍ବରୁ ଏହି ବିଜେଡି ନେତ୍ରୀଙ୍କ ନାଁରେ 40 ଲକ୍ଷରୁ ଅଧିକ ଗ୍ରୁପ୍ ଟଙ୍କା ଉଠାଇ ମହିଳା ମାନଙ୍କ ଟଙ୍କା ହଡ଼ପ କରିଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ରହିଛି ।

ଅଧିକ ପଢ଼ନ୍ତୁ: ଆସ୍ଥା ଉପରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଆଘାତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Forest department raids BJD leader's house | Argus News