Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ଦାନ୍ତ ଡିଲ ବେଳେ ମାଡ଼ିବସିଲା ବନବିଭାଗ

Ritu Das
Browse all articles by Ritu Das
·2 years ago
ହାତୀ ଦାନ୍ତ ଡିଲ ବେଳେ ମାଡ଼ିବସିଲା ବନବିଭାଗ

ଅର୍ଗସ ବ୍ୟୁରୋ: ହାତୀ ଦାନ୍ତ ଡିଲବେଳେ ମାଡି ବସିଲା ବନ ବିଭାଗ । ଏମିତି ଘଟଣା ସାମ୍ନାକୁ ଆସିଛି ଶିମିଳିପାଳ ଅଭୟାରଣ୍ୟରୁ। ହାତୀ ଦାନ୍ତ ଡିଲ ବେଳେ ବନ ବିଭାଗ ଚଢ଼ାଉ । ଏଥିରେ ୧୦ ଜଣଙ୍କୁ ଗିରଫ କରିଛନ୍ତି । 

୩୦.୯ କେଜିର ହାତୀ ଦାନ୍ତ ଜବତ ହେଇଛି। ଏଥିରେ ଉତ୍ତର ଶିମିଳିପାଳ ଏବଂ ଦକ୍ଷିଣ ଶିମିଳିପାଳ କର୍ମଚାରୀ ଚଢ଼ାଉ ବେଳେ ସାମିଲ ଥିଲେ। ଏହି ଚଢ଼ାଉର ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
forest department | Argus News