ବାଂଲାଦେଶୀ ଫେରିବାଲା ଅବାଧ ପ୍ରବେଶ ଉପରେ ଜଙ୍ଗଲ ପରିବେଶ ଓ ଶ୍ରମମନ୍ତ୍ରୀଙ୍କ ପ୍ରତିକ୍ରିୟା
·1 year ago

ଅର୍ଗସ ବ୍ୟୁରୋ: ରାଜ୍ୟରେ ବାଂଲାଦେଶୀ ଫେରିବାଲା ଓ ଶ୍ରମିକଙ୍କ ଅବାଧ ପ୍ରବେଶ ଉପରେ ଜଙ୍ଗଲ ପରିବେଶ ଓ ଶ୍ରମମନ୍ତ୍ରୀଙ୍କ ପ୍ରତିକ୍ରିୟା । ବାଂଲାଦେଶୀଙ୍କ ଅବାଧ ପ୍ରବେଶ ଓ ରହିବା ଉପରେ ଅନେକ ସରକାରୀ ନୀତିନିୟମ ରହିଛି । ସ୍ଥାନୀୟ ପୋଲିସ ପାଖରେ ଏମାନଙ୍କ ବିଷୟରେ କିଛି ତଥ୍ୟ ରହିଛି କି ନାହିଁ, ସେ ବିଷୟରେ ତଦନ୍ତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ପାଖେ ଯେଉଁମାନଙ୍କର ପରିଚୟ ସମ୍ବନ୍ଧିତ ତଥ୍ୟ ନଥିବ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: