Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦୁକାଠ ମାଫିଆଙ୍କ ଖଣ୍ଡା ଚୋଟରେ ଫରେଷ୍ଟଗାର୍ଡ ଆହତ

Banajyotshna Ray
Browse all articles by Banajyotshna Ray
·2 years ago
କେନ୍ଦୁକାଠ ମାଫିଆଙ୍କ ଖଣ୍ଡା ଚୋଟରେ ଫରେଷ୍ଟଗାର୍ଡ ଆହତ

ଅର୍ଗସ ବ୍ୟୁରୋ: କେନ୍ଦୁକାଠ ମାଫିଆଙ୍କ ଖଣ୍ଡା ଚୋଟରେ ଫରେଷ୍ଟଗାର୍ଡ ଆହାତ। ଆହାତ ଫରେଷ୍ଟଗାର୍ଡ ହେଲେ ମହାବିରୋଡ ରେଞ୍ଜ ପଙ୍ଗାତିରା ଫରେଷ୍ଟସେକ୍ସନର ଫରେଷ୍ଟଗାର୍ଡ ସୌମ୍ୟରଞ୍ଜନ ଦାସ। ଆଜି ଅପରାହ୍ନରେ ପେଟ୍ରୋଲିଙ୍ଗରେ ଯାଇଥିବାଳବେଳେ କେନ୍ଦୁମୁଣ୍ଡା ଜଙ୍ଗଲରେ ୧୦ ରୁ ୧୨ ଜଣ କେନ୍ଦୁକାଠ ମାଫିଆ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବାମ ଗୋଡରେ ଲାଗିଛି ଆଘାତ। ମହାବିରୋଡ଼ ମେଡିକାଲରେ ଭର୍ତି ହୋଇଥିବା ସୂଚନା। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Forest guard injured by sword of Sandalwood mafia | Argus News