Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଜି ବିଜେପିରେ ମିଶିପାରନ୍ତି ବରୀର ପୂର୍ବତନ ବିଜେଡି ବିଧାୟିକା

Odisha

ଆଜି ବିଜେପିରେ ମିଶିପାରନ୍ତି ବରୀର ପୂର୍ବତନ ବିଜେଡି ବିଧାୟିକା

Rashmita Mishra
Browse all articles by Rashmita Mishra
·1 year ago
ଆଜି ବିଜେପିରେ ମିଶିପାରନ୍ତି ବରୀର ପୂର୍ବତନ ବିଜେଡି ବିଧାୟିକା

ଅର୍ଗସ ବ୍ୟୁରୋ: ପଦ୍ମ ଧରିବେ ସୁନନ୍ଦା। ଆଜି ବିଜେପିରେ ମିଶିପାରନ୍ତି ବରୀର ପୂର୍ବତନ ବିଜେଡି ବିଧାୟିକା ସୁନନ୍ଦା ଦାସ । କିଛି ଦିନ ତଳେ ବିଜେଡି ନେତୃତ୍ବ ବିରୋଧରେ ବିଷୋଦଗାର କରି ଦଳ ଛାଡିଥିଲେ ସୁନନ୍ଦା। ବିଜେଡିର କୋଟେରୀ ଗ୍ରୁପ୍ ସମ୍ବନ୍ଧରେ କରିଥିଲେ ଖୁଲାସା। ସୁନନ୍ଦା କହିଥିଲେ BJDରେ ନବୀନ ପଟ୍ଟନାୟକ ନାଁକୁ ମାତ୍ର ନେତା, ହେଲେ ସବୁ  କିଛି ପାଣ୍ଡିଆନଙ୍କ ହାତରେ। ବିଜେଡିରେ ତାଙ୍କ ରିପୋର୍ଟ କାର୍ଡ ଠିକ୍ ଥିବା ସତ୍ବେ ଟିକେଟ କଟାଯାଇଥିଲା।  ଚକ୍ରାନ୍ତ କରି କିଛି ଲୋକ ଟିକେଟ କାଟିଥିଲେ। ତେବେ ସୁନନ୍ଦାଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ଏହି ଚର୍ଚ୍ଚା ଭିତରେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନନ୍ଦା ପଦ୍ମ କ୍ୟାମ୍ପରେ ସାମିଲ ହେବା ନେଇ ଖବର ଆସିଛି।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Former BJD leader of Bari may join BJP today | Argus News