Videos
|
Odisha

ପୂର୍ବତନ ବିଜେପି ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ  

Manini Pattanayak
Browse all articles by Manini Pattanayak
·2 years ago
ପୂର୍ବତନ ବିଜେପି ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ  

ମାଲକାନଗିରି: ମାଲକାନଗିରିର ପୂର୍ବତନ ବିଜେପି ବିଧାୟକ ଆଦିତ୍ୟ ମାଢି ଙ୍କ ପରଲୋକ । ଆଜି ସନ୍ଧ୍ୟାରେ ତାଙ୍କ ର ନିଧନ ହୋଇଛି । ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ। ଦୁଇଟି କିଡନୀ ନଷ୍ଟ ହୋଇଯାଇଥିଲା ତେବେ ଦୁଇ ବର୍ଷ ପୂର୍ବେ ତାଙ୍କ ର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା।

ସେ ୨୦୧୯ଠାରୁ ୨୦୨୪ପର୍ଯ୍ୟନ୍ତ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ କାର୍ଯ୍ୟ ତୁଲାଇଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: