Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଋଣ ଠକେଇ ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ସମବାୟ ସମିତି ସମ୍ପାଦକ

Odisha

ଋଣ ଠକେଇ ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ସମବାୟ ସମିତି ସମ୍ପାଦକ

Banajyotshna Ray
Browse all articles by Banajyotshna Ray
·1 year ago
ଋଣ ଠକେଇ ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ସମବାୟ ସମିତି ସମ୍ପାଦକ

ଅର୍ଗସ ବ୍ୟୁରୋ:  ମହଙ୍ଗା ପଡ଼ିଲା ଚାଷୀଙ୍କ ନାଁରେ ଋଣ ଜାଲିଆତି । ୧ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ସମବାୟ ସମିତି ସମ୍ପାଦକ । ନୟାଗଡ଼ ନୋତର ସମବାୟ ସମିତିର ପୂର୍ବତନ ସମ୍ପାଦକ ଆଶିଷ କୁମାର ପ୍ରଧାନ ଗିରଫ । ୧୨୦ ଜଣ ଚାଷୀଙ୍କ ନାମରେ ଋଣ ଜାଲିଆତି ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ କରିଛି ନୟାଗଡ଼ ଇଟାମାଟି ଥାନା ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଏସପି । ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଥିଲେ ଗତ ବିଜେଡି ସରକାର, ଏବେ ଆକ୍ସନ୍ ନେଉଛନ୍ତି ବିଜେପି ସରକାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former co-op editor tied up on loan fraud arrested | Argus News