ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା ବିଜେପିରେ ଯୋଗଦେଲେ
·2 years ago

ଅର୍ଗସ ବ୍ୟୁରୋ: ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା ଆଜି ବିଜେପିର ଯୋଗ ଦେଇଛନ୍ତି। ଗତକାଲି ବିଜେଡି ପକ୍ଷରୁ ପ୍ରଭୁ ଜାନୀଙ୍କ ଟିକେଟ ଘୋଷଣା ପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତ। ସେ ଖୋଲାଖୋଲି କହିଛନ୍ତି, ବିଜେଡି ମୋ ସହ ବିଶ୍ବାସଘାତକତା କରିଛି। ତାଙ୍କର ସ୍ବପ୍ନ ସବୁ ବିଜେଡି ଭାଙ୍ଗିଛି ।
ସର୍ଭେ ରିପୋଟ ତାଙ୍କ ସପକ୍ଷରେ ଥିଲେ ମଧ୍ୟ ତାଙ୍କୁ ବିଜେଡି ଟିକେଟ ଦେଇ ନାହିଁ । ଆସନ୍ତା ନିର୍ବାଚନରେ ବିଜେଡି ୨୯ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିବ ବୋଲି କୈଳାସ କୁଲେସିକା କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
