Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ଛାଡିଲେ ଦେବାଶିଷ ନାୟକ

Smruti Parija
Browse all articles by Smruti Parija
·2 years ago
ବିଜେଡି ଛାଡିଲେ ଦେବାଶିଷ ନାୟକ

ଅର୍ଗସ ବ୍ୟୁରୋ: ବିଜେଡି ଛାଡିଲେ ଦେବାଶିଶ ନାୟକ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ଇସ୍ତଫା ପତ୍ର ଦେଇଛନ୍ତି ଦେବାଶିଷ । 

ନିର୍ବାଚନ ପୂର୍ବରୁ ଦଳ ଛାଡୁଛନ୍ତି ହେଭିୱେଟ୍ । ପ୍ରତି ଜିଲ୍ଲା ପ୍ରତି ବ୍ଲକରେ ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା । ତେବେ ନିର୍ବାଚନ ଆଉ କେଇଟା ଦିନ ବାକି ଥିବାବେଳେ ଅସନ୍ତୁଷ୍ଟଙ୍କୁ କେମିତି ଦଳ ମ୍ୟାନେଜ କରି ନିର୍ବାଚନ ଲଢୁଛି ତାହା ଦେଖିବାର କଥା ।  

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former minister Dekshisha Naik resigned from the post of primary member of BJD | Argus News