Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

Odisha

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

Swayangprajna Mishra
Browse all articles by Swayangprajna Mishra
·2 years ago
ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଅର୍ଗସ ବ୍ୟୁରୋ : ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଉତ୍ତର ଭୁବନେଶ୍ବର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳରେ ନିରନ୍ତର ଅବହେଳା ହେଉଥିବା ଅଭିଯୋଗ କରି ବିଜେଡି ଛାଡିଥିବା ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ : ଦୁଷ୍କର୍ମ, ହତ୍ୟା ମାମଲା ଥିବା ପରେ ବି ଟିକଟ ମିଳିଲା

ଦଳର ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର । ଉତ୍ତର ଭୁବନେଶ୍ବରରୁ ଟିକେଟ ପାଇଁ ଆଶୀୟୀ ଥିଲେ ପ୍ରିୟଦର୍ଶୀ । ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀଙ୍କ ଜ୍ବାଇଁ ପ୍ରିୟଦର୍ଶୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Former MLA Priyadarshi Mishra left BJD | Argus News