Videos
|
Odisha

ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ

Ritu Das
Browse all articles by Ritu Das
·2 years ago
ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ

ଅର୍ଗସ ବ୍ୟୁରୋ: ପୁଣି ତୀର ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ। ଦୀର୍ଘ ଦିନ ହେବ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ତଥାଗତଙ୍କ ଟ୍ବିଟ ସର୍ବଦା ଚର୍ଚ୍ଚାରେ ରହିଥାଏ। ପୁଣି ଆଜି ସେ ବିଜେଡିକୁ ନେଇ କଟାକ୍ଷ କରିଛନ୍ତି। 

ତଥାଗତଙ୍କ ନାଲି ପିମ୍ପୁଡ଼ି ଉପାଖ୍ୟାନ। ନାଁ ନନେଇ ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ । ସେ କହିଛନ୍ତି, BJDରେ ବହୁତ ଛୋଟ ଛୋଟ ନାଲି ପିମ୍ପୁଡ଼ି ଅଛନ୍ତି । 

ସେହି କ୍ଷୁଦ୍ର ମଣିଷ ନାଁରେ ମୁଁ  ଆଲୋଚନା କରିବାକୁ ଚାହୁଁ ନାହିଁ । ସେପଟେ ନବୀନ ଆଉ ଗୁମାସ୍ତାଙ୍କ ପ୍ରେମ ସରିନି କହି କଟାକ୍ଷ କରିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Former MP Tathagat | Argus News