Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ଚିରଞ୍ଜୀବ

Banajyotshna Ray
Browse all articles by Banajyotshna Ray
·2 years ago
କଂଗ୍ରେସକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ଚିରଞ୍ଜୀବ

ଅର୍ଗସ ବ୍ୟୁରୋ:  କଂଗ୍ରେସକୁ ପୁଣି ଏକ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । 2004 ରୁ 2009 ତିର୍ତୋଲରୁ ବିଧାୟକ ଥିଲେ । 2014 ରୁ 2019 ଜଗତସିଂହପୁର ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳର ଉପନେତା ଥିଲେ । ପ୍ରଦେଶ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ବି ଥିଲେ । ଏତେ ପୁରୁଣା ନେତା କଂଗ୍ରେସରୁ ଇସ୍ତଫା ଦେବା ପରେ ସବୁଠି ଚର୍ଚ୍ଚା ଜୋର ଧରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Odisha MLA Chiranjib Biswal Resigns From Congress today | Argus News