୨୨ ବର୍ଷୀୟ ଯୁବତୀଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ କରିଥିଲେ କିଛି ବ୍ୟକ୍ତି
·1 year ago

ଢେଙ୍କାନାଳ: ଢ଼େଙ୍କାନାଳ ଲଜ୍ଜା ଘଟଣାରେ ୪ ଗିରଫ । ୨୨ ବର୍ଷୀୟ ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି କିଛି ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ମହୁଲପୁଞ୍ଜିର ବାବୁଲି ନାଏକ, ବିରଞ୍ଚି ମହାରଣା, ଅବିନାଶ ପରିଡ଼ା, ଜୀବନ ପରିଡ଼ା । ସମସ୍ତ ଅଭିଯୁକ୍ତ ଗୋଟିଏ ଗାଁ ର ବୋଲି ଜଣାପଡିଛି। ଆଜି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯିବ। ସାଇଣ୍ଟଫିକର ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: