ଛିଡା ହୋଇଥିବା ଟ୍ରକ୍କୁ ଧକ୍କା ଦେଲା ବସ୍

Key Points
ତେଲେଙ୍ଗାନାରେ ଦୁର୍ଘଟଣା 4 ଓଡିଆ ମୃତ । ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଛିଡା ହୋଇଥିବା ଟ୍ରକ୍କୁ ଧକ୍କା ଦେଲା ବସ୍ ।
ଅର୍ଗସ ବ୍ୟୁରୋ: ତେଲେଙ୍ଗାନାରେ ଦୁର୍ଘଟଣା 4 ଓଡିଆ ମୃତ । ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଛିଡା ହୋଇଥିବା ଟ୍ରକ୍କୁ ଧକ୍କା ଦେଲା ବସ୍ । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ 4 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ 18 ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ପୁରୁଷ ଓ ଦୁଇ ମହିଳା ।
ଗୁପ୍ତା ଟ୍ରାଭେଲ୍ସର ଏହି ବସଟି ନୂଆପଡ଼ା ସିନାପାଲିରୁ ୩୨ ଜଣଙ୍କୁ ନେଇ ହାଇଦ୍ରାବାଦ ଯାଉଥିଲା ଟୁରିଷ୍ଟ ବସ୍ । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ କାମ ପାଇଁ ଏକ ଏଜେନ୍ସି ମାଧ୍ୟମରେ ହାଇଦ୍ରାବାଦ ଯାଉଥିବା ଶ୍ରମିକ ଥିଲେ । ସୂଚନା ପାଇବା ପରେ, ଚିଭଭେମଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ସୂର୍ଯ୍ୟପେଟର ସରକାରୀ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛି ।
📱 Get Argus News App
✨ଆହୁରି ପଢନ୍ତୁ ଦୁର୍ଘଟଣା ଖବର...